Jump to content

କାମକାର୍ୟ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମକାର୍ୟ୍ୟ
ଉଚ୍ଚାରଣ: Kāmakārj̄ya
কাজকর্ম कामकाज

ଦେ. ବି.—(ଏକାର୍ଥକ ସହଚର ଶଦ୍ଦ) —

୧: ବ୍ୟବସାୟ — ୧. Business.

୨: ବୃତ୍ତି —୨. Occupation.

୩: ଅବଲମ୍ବନ; ଜୀବିକା — ୩. Employment; means of livelihood.

୪: ଚାକିରି —୪. Service.

୫: କୌଣସି ପ୍ରକାରର କର୍ମ — ୫. Any work or act.