କାମକ୍ରୀଡ଼ା
ଦେଖଣା
କାମକ୍ରୀଡ଼ା —
ଉଚ୍ଚାରଣ: Kāmakrīṟḍ̠ā
ଦେ. ବି. (ସଂ. କାମପକ୍ଷୀ) —
ଚକୁଆଚକୋଇ; ଚକ୍ରବାକ ପକ୍ଷୀ —The Ruddy Goose.
କାମକ୍ରୀଡ଼ି ଚିତ୍ତିର ହଂସରାଡ଼ି କାକ—ବିଷ୍ଣୂକେଶରୀପୁରାଣ
କାମକ୍ରୀଡ଼ା —
ଉଚ୍ଚାରଣ: Kāmakrīṟḍ̠ā
ଦେ. ବି. (ସଂ. କାମପକ୍ଷୀ) —
ଚକୁଆଚକୋଇ; ଚକ୍ରବାକ ପକ୍ଷୀ —The Ruddy Goose.
କାମକ୍ରୀଡ଼ି ଚିତ୍ତିର ହଂସରାଡ଼ି କାକ—ବିଷ୍ଣୂକେଶରୀପୁରାଣ