Jump to content

କାମଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଗ
ଉଚ୍ଚାରଣ: Kāmaga
(କାମଗା—ସ୍ତ୍ରୀ)

ସଂ. ବିଣ. ପୁଂ. (କାମ+ଗମ ଧାତୁ+କର୍ତ୍ତୃ. ଅ) —

ଆପଣା ଇଚ୍ଛା ଅନୁସାରେ ସର୍ବତ୍ର ବିଚରଣ କରିବାକୁ ସମର୍ଥ; ସର୍ବତ୍ର ଗମନକ୍ଷମ; ସ୍ବେଚ୍ଛାବିହାରୀ — Omnipresent.