Jump to content

କାମଗାର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଗାର୍
ଉଚ୍ଚାରଣ: Kāmagār

ପ୍ରାଦେ. (ସମ୍ବଲପୁର; ତୁଳ. ହି. କାମ୍ଗାର୍) ବି —

କାମକଲା ଲୋକ; ମଜୁରିଆ; ମୂଲିଆ — Labourer.