କାମଚଣ୍ଡୀ
ଦେଖଣା
କାମଚଣ୍ଡୀ —
ଉଚ୍ଚାରଣ: Kāmachaṇḍī
ସଂ. ବି. ସ୍ତ୍ରୀ. —
୧: କାମରୂପ ଦେଶର ଠାକୁରାଣୀ— (ଏ ଠାକୁରାଣୀ ଗାରିଡ଼ି ବିଦ୍ୟାର ଅଧିଷ୍ଠାତ୍ରୀ ଦେବତା) —୧. Name of a Goddess in the country of Kamrup in Assam; the Goddess presiding over magical arts.
୨: କାମଚେଷ୍ଟାଜର୍ଜରିତା ସ୍ତ୍ରୀ — ୨. A woman overcome or intoxicated with sexual desire.