କାମଚାରୀ
ଦେଖଣା
କାମଚାରୀ —
ଉଚ୍ଚାରଣ: Kāmachārī
(କାମଚାରିଣୀ—ସ୍ତ୍ରୀ)
ସଂ. ବିଣ. ପୁଂ (କାମ+ଚାର ଧାତୁ+କର୍ତ୍ତୃ. ଇନ୍; ୧: ମା. ୧: ବ) —
୧: ସ୍ବେଚ୍ଛାବିହାରୀ — ୧. Omnipresent; free to go wherever one likes.
୨: ସ୍ବେଚ୍ଛାଚାରୀ — ୨. Acting according to one's own desiṛres.
କାମଚାରୀ ଅଟୁ ତୁ ଦବମାନ—ରାଧାନାଥ. କବିତା