କାମଚିନ୍ତା
ଦେଖଣା
କାମଚିନ୍ତା —
ଉଚ୍ଚାରଣ: Kāmachintā
ସଂ. ବି (୪: ର୍ଥୀ ତତ୍; କାମ+ଚିନ୍ତା) —
୧: ଉଦ୍ଦେଶ୍ୟସିଦ୍ଧି ସମ୍ବନ୍ଧେ ଭାବନା —୧. Thoughts about the fulfilment of one's desire.
୨: ପ୍ରଣୟୀ ବ୍ୟକ୍ତି ସମ୍ବନ୍ଧେ ଚିନ୍ତା — ୨. Thoughts of the absent sweetheart.