Jump to content

କାମଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଜ
ଉଚ୍ଚାରଣ: Kāmaja

ସଂ. ବିଣ (କାମ+ଜନ ଧାତୁ କର୍ତ୍ତୃ. ଅ) —

୧: ଇଚ୍ଛାରୁ ଉତ୍ପନ୍ନ —୧. Born of desire.

୨: କାମଜନିତ —୨. Born of lust or animal passion.

[ ଦ୍ର—କାମଜ ବ୍ୟସନ ଦଶବିଧ—୧: ମୃଗୟା,୨: ଅକ୍ଷକ୍ରୀଡ଼ା ବା ଜୁଆଖେଳ, ୩: ଦିବାନିଦ୍ରା, ୪: ପରନିନ୍ଦା,୫: ସ୍ତ୍ରୀ ସଂଭୋଗ, ୬: ମଦ୍ୟପାନ, ୭: ଗୀତ, ୮: ବାଦ୍ୟ,୯: ନୃତ୍ୟ, ୧: ବୃଥା ଭ୍ରମଣ—ମନୂସଂହିତା]

ଦେ. ବି —

କାମୋଦ୍ଦୀପକ ବାଦ୍ୟ — A kind of music which excites lust.

କାମଜ ଛତିଶ ସହୃମ୍ର ଲକ୍ଷେ, ତନ୍ତ୍ରକ ଛତିଶି ସହସ୍ର ଲକ୍ଷେ ପ୍ରାଚୀ. ରହସ୍ୟମଞ୍ଜରୀ