କାମଜିତ୍
ଦେଖଣା
କାମଜିତ୍ —
ଉଚ୍ଚାରଣ: Kāmsjit
ସଂ. ବି (କାମ+ଜି ଧାତୁ+କର୍ତ୍ତୃ. କ୍ବିପ୍) —
୧: (ରୂପରେ କନ୍ଦର୍ପକୁ ଜୟ କରିଥିବାରୁ) କାର୍ତ୍ତିକେୟ — ୧. A name of God Kārttikeya.
୨: (କାନ୍ଦର୍ପକୁ ଭସ୍ମୀଭୂତ କରିଥିବାରୁ) ମହାଦେବ — ୨. A name of Ṡiba.
୩: (ସ୍ତ୍ରୀସଂସର୍ଗ ଛାଡ଼ିଥିବାରୁ) ଜୈନଦେବତାବିଶେଷ — ୩. A J&aline;i̱na Deity.