କାମଜ୍
ଦେଖଣା
କାମଜ୍ —
ଉଚ୍ଚାରଣ: Kāmij
কামিজ
कमीज
ବୈଦେ. (ଆ) ବି.—(ଫ୍ରେଞ୍ଚ. କେମିଜେ; ପର୍ତ୍ତୁଗୀଜ୍. କାମିଜା; ଆ. କାମୀଜ୍; ଲାଟିନ୍. କାମିଜା) —
ଏକ ପ୍ରକାର କୁର୍ତ୍ତା — Shirt; shirting.
[ଦ୍ର—ଏ କୁର୍ତ୍ତାରେ ସାମନାପାଖ ପେଟ ପର୍ଯ୍ୟନ୍ତ ଚିରା ଥାଇ ବୋତାମ ଲାଗିଥାଏ ଓ ହାତର ଶେଷରେ ବୋତାମଲଗା ପଟ୍ଟୀ ଥାଏ]