କାମଜ୍ଜାଳା
ଦେଖଣା
କାମଜ୍ଜାଳା —
ଉଚ୍ଚାରଣ: Kāmajwāḻā
ଦେ . ବି. (ମଧ୍ୟପଦଲୋପୀ; କାମଜନିତ ଜ୍ବାଳା) —
କାମପ୍ରବୃତ୍ତି ଉଦ୍ରେକ ହେବାରୁ ଶରୀରରେ ଅନୁଭୂତ ବ୍ଯଥା ବା ପୀଡ଼ା; ଅଚରିତାର୍ଥ କାମପ୍ରବୃତ୍ତି— ଜନିତ ବେଦନା —Love-sickness; torment due to the non-fulfilment or non-satisfac tion of carnal desire regarding a wished-for object.