କାମଜ୍ବର
ଦେଖଣା
କାମଜ୍ବର —
ଉଚ୍ଚାରଣ: Kāmajeara
ସଂ. ବି—(ମଧ୍ୟପଦଲୋପୀ; କାମ+ଜ୍ବର) —
୧: ଅସିଦ୍ଧ କାମ— ପ୍ରବୃତ୍ତିଜନିତ ଶରୀରର ତାପ —୧. Love-fever; high temperature due to unsatiated lust.
୨: କାମଜ୍ବାଳା (ଦେଖ) — ୨. Kāmajwālā (See)
[ ବୈଦ୍ୟକ ଅନୁସାରେ ଦମ୍ପତିଙ୍କର ବହୁକାଳ ଅଖଣ୍ଡ ବ୍ରହ୍ମଚର୍ୟ୍ୟ— ଫାଳନଦ୍ବାରା କାମଜ୍ବର ହୁଏ ଏଥିରେ ଭୋଜନରେ ଅରୁଚି, ହୃଦ୍ଦାହ, ନିଦ୍ରାନାଶ, ନିର୍ଲଜ୍ଜତା, ବୁଦ୍ଧିଭ୍ରଂଶ, ଧୈର୍ୟ୍ୟନାଶ; ପୁରୁଷର ହୃଦୟରେ ପୀଡ଼ା, ସ୍ତ୍ରୀର ଅଙ୍ଗଦୃଢ଼ତା, ନେତ୍ରରେ ଚଞ୍ଚଳତା ହୁଏ ଓ ମନରେ ସର୍ବଦା ସଂଭୋଗେଚ୍ଛା ପ୍ରବଳ ହୁଏ ପୀଡ଼ିତ ବ୍ୟକ୍ତି ମନରେ କ୍ରୋଧ ଉତ୍ପାଦନ କରିଦେଲେ ଏହା ଶାନ୍ତ ହୁଏ— ହି. ଶଦ୍ଦସାଗର]