Jump to content

କାମଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଡ଼
ଉଚ୍ଚାରଣ: Kāmaṟḍ̠a

ଦେ. ବିଣ. (ଧ୍ଵନ୍ୟନୁକରଣ; ଦନ୍ତଦ୍ବାରା ହାଡ଼ ଭାଙ୍ଗିବାର. କଡ଼ମ଼ଡ଼ ଶଦ୍ଦ ଅନୁକରଣରେ ରଚିତ) —

୧: ବିରକ୍ତିକର —୧. Teasing.

୨: କାମୁଡ଼ା; ଦଂଶନ; ଦନ୍ତଘାତ — ୨. Snapping; biting; griping.

୩: ଚେମରଚଟୁ; ଚେମଡ଼ା — Not easily breakable; tenacious.

୪: ଏକଜିଦିଆ —୪. Pertinacious.