Jump to content

କାମଡ଼ାକାମଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଡ଼ାକାମଡ଼ି
ଉଚ୍ଚାରଣ: Kāmaṟḍ̠āKāmaṟḍ̠i
কামড়া কামড়ি दाँतीसे कटाकटि

ଦେ. ବିଣ —

ପରସ୍ପର ପରସ୍ପରକୁ କାମୁଡ଼ୁ ଥିବା — Biting or suapping at one another.

ଦେ . ବି —

୧: ପରସ୍ପରକୁ କାମୁଡ଼ିବା — ୧. Mutual biting.

୨: ବହୁବାର କାମୁଡ଼ିବା —୨. Several bitings.