Jump to content

କାମଡ଼ା ଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଡ଼ା ଦେବା
ଉଚ୍ଚାରଣ: Kāmaṟḍ̠ā debā

ଦେ. କ୍ରି —

କାନ୍ଥା ବା ଚାଳର ଦୁଇପାଖର ବତାକୁ ଦଉଡ଼ିଦ୍ବାରା ଭିଡ଼ିବା —To tightly tie the two split bamboos on both sides of a thatch or wall-frame by means of strings.