Jump to content

କାମଡ଼ା ବତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଡ଼ା ବତା
ଉଚ୍ଚାରଣ: Kāmaṟḍ̠ā batā

ଦେ. ବି —

ବାଡ଼, ଚାଳଘରର ଛାତ ଓ ବାଡ଼ିତିଆଡ଼ କାନ୍ଥର ଦୁଇ ପାଖରେ ଲଗାଇବା ନିମନ୍ତେ ବ୍ୟବହୃତ ଚିରା ବାଉଁଶ —Split bamboos put on both sides of a hedge or thatch- frame for being tied together tightly.