Jump to content

କାମଡ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଡ଼ିଆ
ଉଚ୍ଚାରଣ: Kāmaṟḍ̠iā
(କାମଡ଼େଈ—ସ୍ତ୍ରୀ)

ଦେ. ବିଣ. ପୁଂ —

କାମୁଡ଼ା; ଯେ ଅନ୍ୟକୁ କାମୁଡ଼େ — (animal) Given to biting others; snappish.

କାମଡ଼େଈ ପ୍ରାଯେ ହେଲା ଆମ୍ଭର ପ୍ରକୃତ ଯେ ଅନ୍ନ ଦେଲା ତାକୁ ହୋଇଲୁ ଅପ୍ରୀତ ସାରଳା. ମହାଭାରତ. ବିରାଟ