Jump to content

କାମଦଶା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଦଶା
ଉଚ୍ଚାରଣ: Kāmadaṡa

ସଂ. ବି. (ମଧ୍ୟପଦଲୋପୀ; କାମଜନିତ ଦଶା) —

କାମାଶକ୍ତ ଲୋକର ଅନୁଭୂତ ଦଶଗୋଟି ଅବସ୍ଥା — Ten states of mind and body undergone by a lover.

ଦଶଦଶା (ଦେଖ) Daṡadaṡā (See)