Jump to content

କାମଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଦା
ଉଚ୍ଚାରଣ: Kāmadā

ସଂ. ବିଣ. ସ୍ତ୍ରୀ. (କାମଦ+ଆ) —

କାମଦର ସ୍ତ୍ରୀଲିଙ୍ଗ — Feminine of Kāmada.

ସଂ. ବି

୧: କାମଧେନୁ (ଦେଖ) ୧. Kāmadhenu (See)

୨: ଚୈତ୍ରଶୁକ୍ଳ ଏକାଦଶୀ —୨. The eleventh day of the light fortnight of Ch&aline;Iline;tra.

୩: ମହୀରାବଣପୂଜିତା ଦୁର୍ଗା —୩. Name of a Goddess. worshipped by Mahīrābaṇa.

୪: ଦଶ ଅକ୍ଷରବିଶିଷ୍ଟ ସଂସ୍କୃତ ବୃତ୍ତିବେଶେଷ — ୪. Name of a Sanskrit metre of ten syllables.