କାମଦାର୍
ଦେଖଣା
କାମଦାର୍ —
ଉଚ୍ଚାରଣ: Kāmadār
কামদার
कमदार
ପ୍ରାଦେ (ସମ୍ବଲପୁର) ତୁଳ ହି. କାମ୍ଦାର୍=ଗୁମାସ୍ତା) ବିଣ —
୧: କର୍ମଠ; କର୍ମକୁଶଳ — ୧. Brisk on doing work.
୨: କୈଣସି କର୍ମର ଭାରପ୍ରାପ୍ତ (ବ୍ୟକ୍ତି) — ୨. (a person) Entrusted with or in charge of any work.
ଦେ. ବିଣ —
୧: କାରୁକାର୍ୟ୍ୟବିଶିଷ୍ଟ —୧. Artistic.
୨: ଯେଉଁ ଟୋପି ଆଦିରେ ଜରିର ଫୁଲଆଦି ପଡ଼ିଥାଏ — ୨. Wrought with gold or silver embroidery.