Jump to content

କାମଦୁଘା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଦୁଘା
ଉଚ୍ଚାରଣ: Kāmadughā

ସଂ. ବିଣ. ସ୍ତ୍ରୀ (କାମ=ଅଭିଳଷିତ ବସ୍ତୁ+ଦୁହ ଧାତୁ= ଦୁହିଁବା+କର୍ମ. ଅ+ସ୍ତ୍ରୀ ଆ; ୟାହାଠାରୁ ଅଭିଳଷିତ ବସ୍ତୁ ଦୋହନ କରାଯାଏ) —

ଅଭିଳାଷ ପୂରଣକାରିଣୀ; ସର୍ବାର୍ଥଦାୟିନୀ —(female) Granting one's desires.

ବି. ସ୍ତ୍ରୀ —

୧: କାମଧେନୁ —୧. The mythological cow who grants all the desires of her devotee.

୨: ପୃଥିବୀ —୨. The earth (which produces every thing desired for).