Jump to content

କାମଦୂତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଦୂତ
ଉଚ୍ଚାରଣ: Kāmadūta

ସଂ. ବି—(୬: ଷ୍ଟୀ ତତ୍;କାମ+ଦୂତ)

କୋଇଲି; କୋକିଳ — Indian cuckoo.