Jump to content

କାମଦୂତୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଦୂତୀ
ଉଚ୍ଚାରଣ: Kāmadūtī;

ସଂ.ବିଣ .ସ୍ତ୍ରୀ (ମଧ୍ୟପଦଲୋପୀ; କାମ+ଦୂତୀ)କାମନା ପୂରଣ କରିବାରେ ସାହାଯ୍ୟକାରିଣୀ —

କାମକାର୍ୟ୍ୟ ସିଦ୍ଧି କରିବାରୁ ବୁଦ୍ଧମାନେ ବୋଲନ୍ତି କାମଦୂତୀ— ଦୀନକୃଷ୍ଣ. ରସକଲ୍ଲୋଳ