Jump to content

କାମଧନୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଧନୁ
ଉଚ୍ଚାରଣ: Kāmadhanu

ସଂ. ବି.—(ଷଷ୍ଟୀ ତତ୍; କାମ + ଧନୁ) —

କାମଦେବଙ୍କଦ୍ବାରା ଧୂତି କଳ୍ପିତ ପୁଷ୍ପଧନୁ —The flowery bow of God Cupid.