କାମନ
ଦେଖଣା
କାମନ —
ଉଚ୍ଚାରଣ: Kāmana
(କାମନା—ତ୍ସୀ)
ସଂ. ବି. ପୁଂ.—(ଜମି ଧାତୁ ଣିଚ୍=କାମିଧାତୁ =ଇଛା କରିବା +କର୍ତ୍ତ୍ବ. ଅନ) —
୧: କାମୁକ — ୧. Lustful; libidinous.
୨: ଲମ୍ଫଟ; ଲମ୍ଫଟିଆ —୨. Adulterous .
୩: ଅଭିଳାଷୁକ — ୩. Desirous; subject to keen desires.
୪: ଲୋଭୀ —୪. Covetoues.