କାମନା କରିବା
ଦେଖଣା
କାମନା କରିବା —
ଉଚ୍ଚାରଣ: Kāmanā karibā
কামনা করা
कामना करना
ଦେ. କ୍ରି —
୧: ଇଛା କରିବା — ୧. To wish.
୨: ଅଭିଳାଷିତ ବତ୍ସୁ ମନରେ କଳ୍ପନା କରିବା ବା ମନାସିବା —୨. To mentally state the desired object before God or befor a Deity.