Jump to content

କାମପାଳ ମିଶ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମପାଳ ମିଶ୍ର
ଉଚ୍ଚାରଣ: Kāmapāḻamiṡra

ଦେ. ବି (ନାମ) —

ଉତ୍କଳର ଜଣେ ସୁଲେଖକ — A famous writer of Utkaḻa.

[ଦ୍ର—ଏ ୟାଜପୁର ନିବାସୀ ଜଣେ ଗ୍ରାଜୁଏଟ ଥିଲେ ଏହାଙ୍କ ରଚିତ "ସୀତାବିବାହ"ନାଟକ ଉତ୍କଳରେ ଅତ୍ୟନ୍ତ ସମାଦୃତ ତାରିଣି. ଉତ୍କଳସାହିତ୍ୟ ଇତିହାସ]