ଶବ୍ଦାର୍ଥ:
କାମବଲ୍ଲଭୀ — ଉଚ୍ଚାରଣ: Kāmaballabhī
ସଂ. ବି. (୬: ଷ୍ଠୀ ତତ୍;କାମ+ବଲ୍ଲଭୀ) —
ଚନ୍ଦ୍ରିକା; ଚନ୍ଦ୍ରକିରଣ — Moonlight.