କାମବାଇ
ଦେଖଣା
କାମବାଇ —
ଉଚ୍ଚାରଣ: Kāmābai
কামবাইয়া
(କାମବାଈ—ସ୍ତ୍ରୀ)
ଦେ. ବି. ପୁଂ (ସଂ. କାମ+ବାତୁଳ) —
୧: କାମପୀଡା ଯୋଗୁଁ ବାତୁଳପ୍ରାୟ; କମୋନାଦଗ୍ରସ୍ତ — ୧. Turned mad or intoxicated owing to unfulfilment of carnal desire.
୨: କାମକରିବାକୁ ବାତୁଳପ୍ରାୟ — ୨. Eagerly wishing for action.
ଦେ. ବିଣ. ସ୍ତ୍ରୀ —
କାମଚେଷ୍ଟା ଅପୂର୍ଣ୍ଣ ରହିବା ଯୋଗୁଁ ବତୁଳା ହୋଇଥିବା ସ୍ତ୍ରୀ — A woman maddened owing to her unfulfilled sexual desire.