Jump to content

କାମବାଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମବାଣ
ଉଚ୍ଚାରଣ: Kāmabāṇa

ସଂ. ବି. (୬: ଷ୍ଠୀ ତତ୍;କାମ+ବାଣ) —

୧: କାମପ୍ରବୃତ୍ତର ଆକ୍ରମଣ — ୧. The shafts of Cupid; the attack of lustful or carnal desire.

୨: କାମ ବା କନ୍ଦର୍ପର ଶର; ପୁଷ୍ପବାଣ — ୨. The arrow of God Cupid.

[ଦ୍ର— କାମଦେବଙ୍କର ପାଞ୍ଚଗୋଟି ବାଣର ନାମ—ମୋହନ, ଉନ୍ମାଦନ, ସଂତପନ, ଶୋଷଣ ଓ ନିଶ୍ଚେଷ୍ଟକରଣ ଏହି ପାଞ୍ଚ ବାଣ ଯଥାକ୍ରମେ ପାଞ୍ଚଗୋଟି ଫୁଲରେ ନିର୍ମିତ ଯଥା—ରକ୍ତପଦ, ଅଶୋକ, ଆମ୍ର, ଚମ୍ପକ ଓ ନୀଳକମଳ—ହି. ଶଦ୍ଦସାଗର]