Jump to content

କାମମୋହିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମମୋହିତ
ଉଚ୍ଚାରଣ: Kāmamohita

ସଂ. ବିଣ. (ତୃତୀୟା ତତ୍; କାମ+ ମୋହିତ) —

୧: କାମଚିନ୍ତା ବା କାମନା ଦ୍ବାରା ମୋହଗ୍ରସ୍ତ — ୧. Overcome with desire, lust, love or passion.

୨: କାମାନ୍ଧ —୨. Blinded by lust.