କାମରା
ଦେଖଣା
କାମରା —
ଉଚ୍ଚାରଣ: Kāmarā
কামরা
कामरा
ବୈଦେ. ବି. (ଇଂ. ଚେମ୍ବର୍; ଫ୍ରେ. ଓ ଲା. କାମେରା; ପର୍ଟୁଗୀଜ— କାମାରା) —
୧: ପ୍ରକୋଷ୍ଠ; କୋଠରି — ୧. Room of house; chamber.
୨: ଲମ୍ବ ଘର; ଦଲାଣ —୨, Hall
୩: ବଖରା —୩. Compartment.
୪: କାମେରା (ଦେଖ) ୪. Kāmerā (See)