Jump to content

କାମରୂପୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମରୂପୀ
ଉଚ୍ଚାରଣ: Kāmarūpī
(କାମରୂପିଣୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କାମ=ଇଚ୍ଛାକ୍ରମେ+ଅଛି ଅର୍ଥରେ ଇନ୍; ୧: ମା.୧: ବି) —

୧: ସେ ନିଜର ଇଚ୍ଛାକ୍ରମେ ଭିନ୍ନ ଭିନ୍ନ ରୂପ ଗ୍ରହଣ କରି ପାରେ — ୧. Assuming any shape at will.

୨: ସୁରୂପ —୨. Of lovely appearance.

ସଂ. ବି —

ବିଦ୍ୟାଧର; ଦେବଯୋନିବିଶେଷ — Name of a class of heavenly beings.