କାମରେ ଲଗାଇବା
ଦେଖଣା
କାମରେ ଲଗାଇବା —
ଉଚ୍ଚାରଣ: Kāmare lagāibā
কাজেলাগান
काममेलगाना
ଦେ. କ୍ରି —
୧: କୌଣସି ବ୍ୟକ୍ତିକୁ କୌଣସି କାର୍ୟ୍ୟରେ ନିଯୁକ୍ତ କରିବା — ୧. To employ a person in a Work.
୨: କୌଣସି ବସ୍ତୁକୁ ବ୍ୟବହାରରେ ଲଗାଇବା — ୨. To utilise a thing.