Jump to content

କାମଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମଳ
ଉଚ୍ଚାରଣ: Kāmaḻa
(କାମଳା—ସ୍ତ୍ରୀ)

ସଂ. ବି (କାମ+ ଲା ଧାତୁ=ଗ୍ରହଣ କରିବା+ କତ୍ତୃ. ଅ) —

୧: ବସନ୍ତକାଳ —୧. The spring time.

୨: ମରୁଭୁମି — ୨. Desert.

୩: (କାମ+ଲୁ=ଛେଦନ କରିବା + କର୍ତ୍ତୃ. ଅ)— ପାଣ୍ଡୁରୋଗ; ପୀତକୋମଳରୋଗ —୩. Jaundice.

[ ଦ୍ର— ଏଥିରେ ଚକ୍ଷୁ ଓ ଅଙ୍ଗ ଆଦି ହଳଦିଆ ହୋଇଯାଏ ]

ସଂ. ବିଣ. ପୁଂ. (କାମ+ଅଛି ଆର୍ଥରେ ଳ) —

କାମୁକ; କାମୀ — Lustful.