କାମଶାସ୍ତ୍ର
ଦେଖଣା
କାମଶାସ୍ତ୍ର —
ଉଚ୍ଚାରଣ: Kāmaṡāstra
ସଂ. ବି —
୧: ଯେଉଁ ଶାସ୍ତ୍ରରେ କାମ ବା ମଦନ ସମ୍ବନ୍ଧେ ଚର୍ଚ୍ଚା ହୋଇଅଛି; ରତିଶାସ୍ତ୍ର — ୧. The erotic science of ancient India.
[ଦ୍ର—କାମଶାସ୍ତ୍ରର ପ୍ର଼ଧାନ ଆଚାର୍ୟ୍ୟ ନନ୍ଦୀଶ୍ବର ଓ ଅନ୍ତିମ ଆଚାର୍ୟ୍ୟ ବାତ୍ସାୟନ ମୁନି ]
୨: ସ୍ବର୍ଗାଦି ପ୍ରତିପାଦକ ଶାସ୍ତ୍ର — ୨. Science which deals with the existence of heaven.