Jump to content

କାମସେଣା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମସେଣା
ଉଚ୍ଚାରଣ: Kāmaseṇā

ଦେ. ବି. (ସଂ. କାମସେନା) —

ଅପ୍ସରୋବିଶେଷ — Name of a heavenly nymph.

କାମସେଣା ନାମରେ ଏକଇ ଅପସରୀ ବାସବ ଦେବତା ତାହା ସଙ୍ଗେ କ୍ରୀଡ଼ା କରି—ସାରଳା. ମହାଭାରତ. ଆଦି