Jump to content

କାମାଉତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମାଉତ୍
ଉଚ୍ଚାରଣ: Kāmāut

ଦେ. ବି. (ବ୍ୟଙ୍ଗ) —

ବୈଷ୍ଣବଭେକଧାରୀ ଲମ୍ପଟ ବ୍ୟକ୍ତି; କପଟ ବୈଷ୍ଣବ —A sham anchorite.

[ଦ୍ର—ଜମାଉତ୍, ରାମାଉତ୍, ନିମାଉତ୍ ଆଦି ପଦର ଅନୁକରଣରେ କପଟ ବୈରାଗୀ ଓଲମ୍ପଟ ସାଧୁମାନଙ୍କ ପ୍ରତି ଏ ଉପାଧି ବ୍ୟଙ୍ଗରେ ବ୍ୟବହୃତ ହୁଏ ]