Jump to content

କାମାକ୍ଷୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମାକ୍ଷୀ
ଉଚ୍ଚାରଣ: Kāmākshī

ସଂ. ବି. (ବହୁବ୍ରୀହି; କାମ= ଶୋଭନ+ଅକ୍ଷି) —

୧: କାମାଖ୍ୟା (ଦେଖ) ୧. Kāmākhyā (See)

୨: ନଦୀବିଶେଷ — ୨. Name of a river.

କାମାକ୍ଷୀ ନଦୀ ବହଇ ଉତ୍ତର ପ୍ରଶସ୍ତେ—ସାରଳା ମହାଭାରତ

୩: ଦୁର୍ଗା; ଦେବୀବିଶେଷ — ୩. Goddess Durgā.

ଏତେ କହି ଅନ୍ତର୍ଦ୍ଧାନ ହୋଇଲେ କାମାକ୍ଷୀ—ପ୍ରାଚୀ ରହସ୍ୟମଞରୀ