କାମାଖ୍ଯ
ଦେଖଣା
କାମାଖ୍ୟ —
ଉଚ୍ଚାରଣ: Kāmākhya
ସଂ. ବି. —
ହିନ୍ଦୁମାନଙ୍କର ତୀର୍ଥବିଶେଷ — Name of a place of Hindu pilgrimage.
କାମାଖ୍ୟାରେ ସ୍ନାନ କଲେଟି ଧର୍ମ ବୁଦ୍ଧି ହୋଇକରି ଲୋକରେ ପାଏ ମଧ୍ୟ ସିଦ୍ଧି—କୃଷ୍ଣସିଂହ ମହାଭାରତ. ବନ