Jump to content

କାମାଖ୍ଯା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମାଖ୍ୟା
ଉଚ୍ଚାରଣ: Kāmākhyā

ସଂ. ବି. (ବହୁବ୍ରୀହି; କାମ+ଆଖ୍ୟା) —

କାମରୂପ ୧ (ଦେଖ) ୧. Kāmarūpa ୧ (See)

୨: ଆସାମର କାମରୂପେ ଦେଶରେ ପ୍ରତିଷ୍ଠାତା ଠାକୁରାଣୀଙ୍କ ନାମ; (ଏହାଙ୍କ ପୀଠ ସତୀ ଦେବୀଙ୍କ ଯୋନିପୀଠ ବୋଲି ପ୍ରସିଦ୍ଧ) — ୨. Name of a Goddess in Kāmarūpa.

ଳଭିଛି ଅଭିଖ୍ୟା ଯେହୁ କାମାଖ୍ୟା ପ୍ରସାଦେ—ରାଧାନାଥ. ମହାୟାତ୍ରା