Jump to content

କାମାନ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମାନ୍ଧ
ଉଚ୍ଚାରଣ: Kāmāndha
(କାମାନ୍ଧା—ସ୍ତ୍ରୀ)

ସଂ. ବିଣ. ପୁଂ. (ତୃତୀୟା ତତ୍; କାମ+ଅନ୍ଧ) —

୧: କାମାତୁର (ଦେଖ) ୧. Kāmātura (See)

୨: କୋକିଳ (ଏହାର କୁହୁରବ କାମୋଦ୍ଦାଦୀପକ ବୋଲି) — ୨. The Indian cuckoo.