Jump to content

କାମାବଶାୟିତା

ଉଇକିଅଭିଧାନ‌ରୁ
(କାମାବସାୟିତାରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାମାବସା(ଶା)ୟିତା
ଉଚ୍ଚାରଣ: Kāmābas (ṡ)āyitā

ସଂ. ବି. (କାମ+ଅବସାୟିନ୍; ଅବ+ସୋ ଧାତୁ +ଇନ୍+ଭାବେ. ତା) —

୧: ଇଶ୍ବରଙ୍କର ଓ ଯୋଗୀମାନଙ୍କର ଔଶ୍ବର୍ୟ୍ୟବିଶେଷ; ବାସନାଶକ୍ତି; ଆପଣାର ଇଚ୍ଛା ପୂର୍ଣ୍ଣ କରିବାର କ୍ଷମତା ବା ସିଦ୍ଧି) —

୧. An extraordinary power of God and great men to fulfil their wishes.

[ଦ୍ର— ଅଣିମାଦି ଅଷ୍ଟସିଦ୍ଧି ମଧ୍ୟରୁ ଏହା ଏକତମ ]

୨: ଇନ୍ଦ୍ରିୟନିଗ୍ରହ ଶକ୍ତି — ୨. The power of restraining one's senses.