କାମାର୍ଥୀ
ଦେଖଣା
କାମାର୍ଥୀ —
ଉଚ୍ଚାରଣ: Kāmārthī
(କାମାର୍ଥନୀ—ସ୍ତ୍ରୀ)
ସଂ. ବିଣ.ପୁଂ. (କାମ+ଅର୍ଥ+ଇନ୍; ୧: ମା. ୧: ବ.) —
୧: କାମପ୍ରବୃତ୍ତ ଚରିତାର୍ଥ କରିବା ନିମନ୍ତେ ଉତ୍ସୁକ — ୧. Anxious or hankering to satisfy one's carnal Propensity.
୨: ଅଭିଳଷିତ ଫଳଲାଭରେ ପ୍ରାର୍ଥୀ — ୨. Seeking after the desired object.