Jump to content

କାମାସକ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମାସକ୍ତ
ଉଚ୍ଚାରଣ: Kāmāsakta
(କାମାସକ୍ତା—ସ୍ତ୍ରୀ)

ସଂ. ବିଣ.ପୁଂ. (୭: ମୀ ତତ୍; କାମ+ଆସକ୍ତ) —

କାମ ବିଷୟକ କାର୍ଯ୍ୟ ବା ଚିନ୍ତାରେ ନିଯୁକ୍ତି — Influenced by passion or lust; amorous; lustful.