Jump to content

କାମିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମିତ
ଉଚ୍ଚାରଣ: Kāmita

ସଂ. ବିଣ. (କାମି ଧାତୁ=ଇଚ୍ଛା କରିବା+କର୍ମ. ତ) —

ପ୍ରାର୍ଥିତ; ଇପ୍ସିତ — Desired; wished for; prayed for.

ସଂ. ବି —

ଇଚ୍ଛା —Desired; wish (M.W.)