କାମିନୀକାଞ୍ଚନ
ଦେଖଣା
କାମିନୀକାଞ୍ଚନ —
ଉଚ୍ଚାରଣ: Kāminīkān̄chana
ସଂ. ବି. (ସହଚର ଶବ୍ଦ) (ଦ୍ବହ; କାମିନୀ+କାଞ୍ଚନ) —
ପୃଥିବୀରେ ଭୋଗବିଳାସର ଦୁଇଟି ପ୍ରଧାନ ଉପକରଣ, କିନ୍ତୁ ମୁକ୍ତି ଅଭିଳାଷୀ ବ୍ୟକ୍ତିଙ୍କର ଅବଶ୍ୟ ତ୍ୟାଗ କରିବା ଯୋଗ୍ୟ ଦୁଇଟି ବସ୍ତୁ — Wealth and woman; the two chief desirable objects in a wordly sense, but which should be eschewed by the righteous man, as taught by saints and sages of all ages.