Jump to content

କାମିନୀପ୍ରିୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମିନୀପ୍ରିୟ
ଉଚ୍ଚାରଣ: Kāminīpriya

ସଂ. ବିଣ. ପୁଂ. (ବହୁବ୍ରୀହି; କାମିନୀ+ପ୍ରିୟ) —

ସ୍ତ୍ରୈଣ; ଯେ ସ୍ତ୍ରୀଲୋକମାନଙ୍କ ସଂସର୍ଗରେ ସର୍ବଦା କାଳୟାପନ କରେ — Effeminate; given to sporting with women day and night; fond of female company; attached to the apron-strings of the fair sex.