କାମିନୀବଶ
ଦେଖଣା
କାମିନୀବଶ —
ଉଚ୍ଚାରଣ: Kāminībaṣa
ଦେ. ବି —
ପୌରାଣିକ ବୃକ୍ଷବିଶେଷ — Name of a mythological tree.
ଏ ବୃକ୍ଷର ନାମ ଅଟେ କାମିନୀବଶ ତ ସ୍ତ୍ରୀଭୀମାନଙ୍କୁ ଏ ଅଟେ ବଡଇ ପଦାର୍ଥ ଏହା ଗୁଣ୍ଡି ସ୍ତ୍ରୀ ଭୀ କପାଳରେ ଲଗାଇଲେ ପୁରୁଷ ବଶ କରିବେ ସେ ବୃଦ୍ଧା ହୋଇଲେ ସାରଳା. ମହାଭାରତ. ମଧ୍ୟମ
ସଂ. ବିଣ. ପୁଂ. (୬: ଷ୍ଠୀ ତତ୍; କାମିନୀ+ବଶ) —
ସ୍ତ୍ରୀର ଆଜ୍ଞାନୁବର୍ତ୍ତୀ — Subservient to the commands of a woman.