Jump to content

କାମିଲ୍ଜମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାମିଲ୍ଜମା
ଉଚ୍ଚାରଣ: Kāmiljamā

ପ୍ରାଦେ. (ସମ୍ବଲପୁର) ବି —

୧: ଗଉନ୍ତିଆ ସରକାରଙ୍କୁ ଦେବା ସଦରଜମା —୧. Revenue paid by the Gauntia to the Government.

୨: ସଂଶୋଧିତ କରବସାଣ — ୨. Revised assessment.

[ଦ୍ର—ମୋଗଲମାନଙ୍କ କାଗଜପତ୍ରରେ ଦୁଇ ପ୍ରକାର ଜମାର ଉଲ୍ଲେଖ ଥିଲା ଟଙ୍କାରକ୍ମୀ ଓ କାମିଲ୍ ବା ସଂଶୋଧିତ ଜମା ଜଗବନ୍ଧୁ. ପ୍ରାଚୀନ ଉତ୍କଳ ଟଙ୍କାରକ୍ମୀ (ଦେଖ)]